ଗଲାଉତ୍ତାରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ଅ ସମ୍ପାଦନା

୧. ଯିବା ପରେ — ୧. After one went away.
୨. ପରେ —୨. Afterwards.
୩. କୌଣସି କୌଣସି ବ୍ୟକ୍ତିଙ୍କର କଥା କହିବା ସମୟରେ ମୁଦ୍ରା ଦୋଷ ବା ଅଭ୍ୟାସ ଜନିତ ନିରର୍ଥକ ବାକ୍ୟ — ୩. An unmeaning phrase repeatedly used by person in the course of a narration or talk.