ଗର୍ଦ୍ଧନା

ଉଚ୍ଚାରଣ

ସମ୍ପାଦନା

(ଗର୍ଧନା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଗୃଧ ଧାତୁ+ ଭାବ. ଅନ+ଆ)

ସମ୍ପାଦନା

ପେଟୁପଣ — Greediness (M.W.)

ସଂସ୍କୃତ - ବିଶେଷଣ - ସ୍ତ୍ରୀ

ସମ୍ପାଦନା

ଗର୍ଦ୍ଧନର ସ୍ତ୍ରୀଲିଙ୍ଗ — Feminine of Garddhana (M.W.)

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଗର୍ଦନା (ଦେଖ) - Gardanā (See)