ଗର୍ଦନ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗର୍ଦନ୍)

ସମ୍ପାଦନା
୧. ମୁଣ୍ଡ —୧. Head.
୨. ବେକ —୨. Neck.
୩. ଗଳାଧକ୍କା —୩. A push by the neck.

ଗର୍ଦନ ମାର ପଛେ ଗୋସାଇଁ ଏକଥା କେହୁ ପାରିବ ସହି ରଙ୍ଗବଦନ ଅଙ୍ଗ ତାଙ୍କର କ୍ରୋଧରେ ଥରେ—ବ୍ରଜନାଥ, ସମରତରଙ୍ଗ