ଗର୍ଜନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଗଉଡ଼ମାନେ ଜଙ୍ଗଲରେ ମଇଁସି ଦୁଧ ଆଉଟିବା ପାଇଁ ଯେଉଁ କାଠି ବା କାଠର ଚଟୁ ବ୍ୟବହାର କରନ୍ତି — A wooden stick or ladle used by cow- herds in stirring buffalo-milk over fire.