ଗର୍ଜନ
ଗର୍ଜନ
ଉଚ୍ଚାରଣ
ସମ୍ପାଦନା(ଗର୍ଜନ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -(ଗର୍ଜ ଧାତୁ+ ଭାବ. ଅନ)
ସମ୍ପାଦନା- ୧. ମେଘର ଘଡ଼ିଘଡ଼ି ୧. Sound of thunder.
- ୨. ଉଚ୍ଚ ଗମ୍ଭୀର ଶବ୍ଦ; ରଡ଼ି — ୨. Roaring sound; rumbling sound; thundering sound; loud continuous sound.
- ୩. ରାଗ; କ୍ରୋଧ —୩. Anger; passion.
- ୪. ଯୁଦ୍ଧ —୪. Battle.
- ୫. ଉଚ୍ଚୈଃସ୍ୱରରେ ଗାଳି — ୫. Roaring reproach.
- ୬. ନାଦ; ଶବ୍ଦ (ପ୍ରକୃତିବାଦ) —୬. Sound.
- ୭. କ୍ରୁଦ୍ଧ ଜୀବର ଶବ୍ଦ — ୭. The roar of an enreged animal.
- ୮. ସ୍ପର୍ଦ୍ଧା (ପ୍ରକୃତିବାଦ) — ୮. Defiance; arrogance.