ଗରଜିବା

ଉଚ୍ଚାରଣ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଗର୍ଜ ଧାତୁ)

ସମ୍ପାଦନା
୧. ଗର୍ଜନ କରିବା — ୧. To roar.
୨. ଉଚ୍ଚ ଧ୍ୱନି କରିବା — ୨. To make a loud and long sound.
୩. ବଡ଼ପାଟିକରି ଟାଣି ହୋଇ କଥା କହିବା — ୩. To tralk loudly with a strain.