ଗର
ଗର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -(ଗୃ ଧାତୁ=ଖାଇବା+କର୍ମ. ଅ)
ସମ୍ପାଦନା- ୧. ବିଷ; ଜହର — ୧. Poison.
- ୨. ଗିଳିବା —୨. Swallowing.
- ୩. ମହୌଷଧ —୩. Antidote.
- ୪. ରୋଗା —୪. Disease; sickness.
- ୫. ପାନୀୟ ଦ୍ରବ୍ୟ —୫. Drink; beverage.
- ୬. ସେଚନ —୬. Sprinkling.
- ୭. ଜ୍ୟୋତିଷ ଶାସ୍ତ୍ରୋକ୍ତ ୫ମ କରଣ —୭. The ୫th of the ୧୧ periods of time of the day according to the Hindu astrology.
[ଦ୍ରଷ୍ଟବ୍ୟ —ଏହି କରଣରେ ମନୁଷ୍ୟ ଜନ୍ମ ହେଲେ ପରୋପକାରୀ ହୁଏ]
- ୮. ରୋଗବିଶେଷ (ଏଥିରେ ଗଳା ବନ୍ଦ ହୋଇ ଯାଏ ଓ ରୋଗୀର ମୂର୍ଚ୍ଛା ହୁଏ, ହିନ୍ଦୀ - ଶବ୍ଦସାଗର) —୮. A disease resulting in the choking of the throat and loss of consciousness.
- ୯. ବତ୍ସନାଭ; ମହୁରା—(ହିନ୍ଦୀ - ଶବ୍ଦସାଗର) — ୯. Aconite.
ଗ୍ରାମ୍ୟ - (ଇତର) ବିଶେଷ୍ୟ - (ଗଡ଼ ଶବ୍ଦର ବିକୃତ ଉଚ୍ଚାରଣ)
ସମ୍ପାଦନା- ୧. ଗଡକାଠ; ମୁଣ୍ଡିକାଠ; ଗଛର ଶାଖାହୀନ ଗଣ୍ଡି — ୧. Branchless trunk of a tree.
- ୨. ବଡ ଖଣ୍ଡ —୨. Big piece.
- ୩. ଖଣ୍ଡ —୩. Piece.
- ୪. ଶରୀରର ଗଣ୍ଡି — ୪. Trunk of the body proper.
- ୫. କୁରାଢ଼ି ଲୁହାର ମଝି —୫. The middle portion of the blade of an axe.
ଦେଶଜ - ଅ. ଉପପଦ
ସମ୍ପାଦନାଗର୍ (ଦେଖ) - —Gar (See)