ଗମ୍ଭିରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଭୀର ବା ଗର୍ଭାଗାର) ସମ୍ପାଦନା

୧. ଗୁପ୍ତ ଓ ଅନ୍ଧକାରମୟ ଗୃହ ବା ଦେବାଳୟ — ୧. A dark window less house or temple.
୨. ଅନ୍ଧକାରମୟ କୋଟର ବା ଗୁମ୍ଫା ବା ଗର୍ତ୍ତ — ୨. A dark cave or pit.


୩. ଜଳାକବାଟି ନ ଥିବା ଘର —୩. Dungeon.

ଶିକାରେ ଅଛି ମୋର ସର ଗମ୍ଭିରି ବଡ଼ଇ ଅନ୍ଧାର—ଜଗନ୍ନାଥ. ଭାଗବତ

୪. ଦେଉଳରେ ଶିବଲିଙ୍ଗ ବା ଦେବବିଗ୍ରହ ଥିବା ନିମ୍ନ ଓ ଅନ୍ଧାକାରମୟ ସ୍ଥାନ; ମନ୍ଦିରର ଅଭ୍ୟନ୍ତର —୪. A pit inside a temple where the idol is set.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - ସମ୍ପାଦନା

ଢବା ବା ଆଟୁ ଘର — Mud-roofed thatch-house.