ଗମାଇବା
ଗମାଇବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - କ୍ରିୟାପଦ - (ସଂସ୍କୃତ - ଗମଧାତୁ. ଣିଚ) ସମ୍ପାଦନା
- ୧. ଗମିବାର ଣିଜନ୍ତ ରୂପ — ୧. The causative form of 'Gamibā'.
- ୨. (କାଳ) କାଟିବା ବା ଗତ କରିବା; ଅତିବାହିତ କରିବା; କଟାଇବା —୨. To waste (time); to pass (time); to lose (time).
- ୩. (ସଂସ୍କୃତ - ଗୁପ୍ତଧାତୁ=ଲୁଚାଇବା; ତୁଳ. ଫରାସୀ - ଗୁମ୍=ଗୁପ୍ତ) ହଜାଇବା —୩. To lose (a thing).
- ୪. ଅନୁଭବ କରିବା —୪. To experience.
- ୫. କୌଣସି ପଦାର୍ଥକୁ ଗମର କରିବା; ସଢ଼ାଇବା — ୫. To cause a thing to become mouldy; to cause to ferment.