ଗମରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଛତିଆ ବା ଫିମ୍ପି ମାରି ଯାଇଥିବା — ୧. Stale; musty; mouldy.
୨. ବେଶିକାଳ ଅବ୍ୟବହୃତ ଓ ଆବଦ୍ଧ ରହିଥିବା ଯୋଗୁଁ ନଷ୍ଟ (ଶସ୍ୟାଦି) —୨. Fermented (grains).