ଗମରା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା
୧. ଛତିଆ ବା ଫିମ୍ପି ମାରି ଯାଇଥିବା — ୧. Stale; musty; mouldy.
୨. ବେଶିକାଳ ଅବ୍ୟବହୃତ ଓ ଆବଦ୍ଧ ରହିଥିବା ଯୋଗୁଁ ନଷ୍ଟ (ଶସ୍ୟାଦି) —୨. Fermented (grains).