ଗବ୍ ଗବ୍
ଗବ୍ ଗବ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ଅ. (ଧ୍ୱନ୍ୟନୁକରଣ)
ସମ୍ପାଦନାନିଆଁଉପରେ ସ୍ଥାପିତ ପାତ୍ରସ୍ଥ ପାଣିରେ ଚାଉଳ ଆଦି ଫୁଟିବା ଶବ୍ଦର ଅନୁକରଣ — ୧. Bubbling sound; sound like that of rice briskly boiling in a pot on the fire.
- ୨. ସରୁମୁହାଁ ମାଠିଆରୁ ଏକାବେଳେକେ ପାଣି ଅଜାଡ଼ିବାର ଶବ୍ଦ —୨. Sound like that of pouring out water profusely from a narrow-mouthed pitcher.