ଗବାକ୍ଷ
ଗବାକ୍ଷ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୋ=କିରଣ+ଅକ୍ଷ୍ ଧାତୁ=ବିସ୍ତୃତ କରିବା+ କର୍ତ୍ତୃ. ଅ; କିରଣର ପ୍ରବେଶପଥ; ଗୋ=ଗୋରୁ +ଅକ୍ଷି=ଆଖି; ଏହାର ଛିଦ୍ରଗୁଡ଼ିକ ଗୋରୁଙ୍କ ଆଖି ପରି ଥିବାରୁ)
ସମ୍ପାଦନା- ୧. ବାତାୟନ; ଖିଡ଼ିକି; ଝରକା; ଜଳାକବଟି; ପଞ୍ଜର — ୧. A window with holes like bull's eyes; air-hole.
ବେଳେ ବେଳେ ଅନାଇଲେ ଗବାକ୍ଷ ବୋଲନ୍ତେ ଭଞ୍ଜ. ବୈଦେହୀଶବିଳାସ
- ୨. ବଡ଼ଆଖିଆ ବାନରବିଶେଷ — ୨. A kind of monkey with large eyes.
- ୩. ରାମାୟଣବର୍ଣ୍ଣିତ ମର୍କଟ ସେନାପତି — ୩. Name of a monkey-general mentioned in the Rāmāyaṇa.
ବେଳେ ବେଳେ ଅନାଇଲେ ଗବାକ୍ଷ ବୋଲନ୍ତେ ଭଞ୍ଜ. ବୈଦେହୀଶବିଳାସ