ଗପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଜଳ୍ପ) ବେଶିଗୁଡ଼ାଏ କଥା କହିବା — ୧. Excessive talking.
୨. (ଧ୍ୱନ୍ୟନୁକରଣ) ଚଞ୍ଚଳ ଖାଦ୍ୟ ଦ୍ରବ୍ୟ ପାଟିକୁ ନିକ୍ଷେପ କରିବା —୨. Gulping.
୩. (ସଂସ୍କୃତ - ଗୁପ ଧାତୁ) ଲୋକ ଚକ୍ଷୂ ଅନ୍ତରାଳରେ ଲୁଚି ରହିବା — ୩. Hidding or concealing one's self.