ଗପ
ଗପ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଜଳ୍ପ) (ତୁଳା. ଫରାସୀ - ଗପ୍; ଇ. ଗସ୍ସିପ୍) ସମ୍ପାଦନା
- ୧. ଗଳ୍ପ —୧. Story; tale.
- ୨. ମୂଲ୍ୟହୀନ ବା ବୃଥ କଥାଭାଷା; ବୃଥା ବାକ୍ୟ; ବକବାଦ — ୨. Idle prate; chitchat; gossip.
- ୩. କାହାଣୀ —୩. Folktale.
- ୪. ଉଡ଼ାଖବର —୪. News carried from mouth to mouth; verbal report; rumour.