ଗଦିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଯେଉଁ ବିଛଣା ଆଦିରେ ଗଦି ମଡ଼ା ହୋଇଥାଏ — ୧. Cushioned (bed)
୨. ଗଦିଯୁକ୍ତ; ତୁଳା ବା କତାର ମୋଟ ଆସ୍ଫରଣଯୁକ୍ତ ଖଟ —୨. Padded (bed stead)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଗଦିଆନ (ଦେଖ) - ୧. Gadiāna (See)
୨. ଗଦେଇବା (ଦେଖ) - ୨. Gadeibā (See)