ଗଦଡ଼ା
ଗଦଡ଼ା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷଣ - (ତୁଳ. ହିନ୍ଦୀ - ଗୁଦଡ଼=କନ୍ଥା; ଫରାସୀ - ଗର୍ଦ=ଧୁଳି; ପାଉଁଶ)
ସମ୍ପାଦନା- ୧. ମୋଟା (ବସ୍ତ୍ର) — ୧. Coarse (cloth).
- ୨. ମଇଳା; ମଳିନ —୨. Dirty.
ବିଶେଷ୍ୟ -
ସମ୍ପାଦନା- ୧. ଝୋଟ; ଛଣପଟ ଇତ୍ୟାଦିର ଜଟିଳ ଅଂଶ ବା ଆବର୍ଜନା ବା ଅଳିଆ; ଗରଦ — ୧. Refuse matter from carded jute or hemp; worsted.
- ୨. ଛିଣ୍ଡା ଲୁଗା ଓ କନ୍ଥାକୁ ଅନେକ ପରସ୍ତ କରି ସିଲାଇ କରିବାଦ୍ୱାରା ପ୍ରସ୍ତୁତି ମୋଟ ବସ୍ତ୍ର; ଗୋଦଡ଼ି — ୨. A thick covering or sheet made of several layers of rages patched up and sewn togerther.