ଗଦଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷଣ - (ତୁଳ. ହିନ୍ଦୀ - ଗୁଦଡ଼=କନ୍ଥା; ଫରାସୀ - ଗର୍ଦ=ଧୁଳି; ପାଉଁଶ) ସମ୍ପାଦନା

୧. ମୋଟା (ବସ୍ତ୍ର) — ୧. Coarse (cloth).
୨. ମଇଳା; ମଳିନ —୨. Dirty.

ବିଶେଷ୍ୟ - ସମ୍ପାଦନା

୧. ଝୋଟ; ଛଣପଟ ଇତ୍ୟାଦିର ଜଟିଳ ଅଂଶ ବା ଆବର୍ଜନା ବା ଅଳିଆ; ଗରଦ — ୧. Refuse matter from carded jute or hemp; worsted.
୨. ଛିଣ୍ଡା ଲୁଗା ଓ କନ୍ଥାକୁ ଅନେକ ପରସ୍ତ କରି ସିଲାଇ କରିବାଦ୍ୱାରା ପ୍ରସ୍ତୁତି ମୋଟ ବସ୍ତ୍ର; ଗୋଦଡ଼ି — ୨. A thick covering or sheet made of several layers of rages patched up and sewn togerther.