ଗଦଗଦ
ଗଦଗଦ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଗଦ୍ ଧାତୁ=କହିବା+ଗଦ, ଧ୍ୱନୀନୁକରଣ)
ସମ୍ପାଦନାଅସ୍ପଷ୍ଟ ଅଚ୍ଚାରଣ —Indistinct utterance.
ଦେଶଜ - ଅ. (ସଂସ୍କୃତ - ଗଦ୍ଗଦ୍)
ସମ୍ପାଦନା- ୧. ଆନନ୍ଦାତିଶଯ୍ୟଜନିତ ପୁନଃ— ପୁନଃ କମ୍ପନ ସହ ଉଚ୍ଚାରିତ ବାକ୍ୟର ଅବ୍ୟକ୍ତ ଅବସ୍ଥା — ୧. The state of the voice being choked by a paroxysm of joy.
- ୨. ନଦୀ ବା ପ୍ରପାତାଦିର ଜଳର ଉଚ୍ଚରୁ ପତନ ହେବା ଶବ୍ଦର ଅନୁକରଣ; ମେଘର ଗମ୍ଭୀର ଶବ୍ଦର ଅନୂକରଣ — ୨. Rumbling or roaring sound (of water falling down from high or of thunder.)
ଦେଶଜ - ବିଶେଷଣ - (ସଂସ୍କୃତ - ଗଦ୍ଗଦ)
ସମ୍ପାଦନା- ୧. ଭାବବିହଳ କଣ୍ଠ; ଗଭୀର ଉଲ୍ଲାସ ବା ଦୁଃଖ ଯୋଗୁଁ ରୁନ୍ଧକଣ୍ଠ — ୧. With a voice choked in a paraxysm of feeling.
- ୨. ଭାବାତିଶଯ୍ୟ ଯୋଗୁ କମ୍ପିତ ସ୍ୱର — ୨. With a tremulous voice due to intense feeling.
ଧରି ମୋ ପିତାଙ୍କ ପଦ କହନ୍ତି ମା ଗଦଗଦ—ମଧୁସୁଦନ, ଛନ୍ଦମାଳା
- ୩. ଆନନ୍ଦ, ପ୍ରମ, ଭକ୍ତି ଆଦିରେ ଯାହାର ପାଟି ଖନି ମାରିଯାଏ କିମ୍ୱା କଣ୍ଠନିଃସୃତ ସ୍ୱର ସ୍ପଷ୍ଟରୂପେ ବୁଝା ପଡ଼େ ନାହିଁ —୩. Deprived of the power of clear or articulate expression owing to intensity of joy, love or devotion.
ମିତ୍ରହିଁ ଧରି ତାଙ୍କ ପାଦ, ଦୁହେଁ ଆନନ୍ଦେ ଗଦଗଦ— ଭୂପତି. ପ୍ରେମପଞ୍ଚାମୃତ
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନାଗଦ୍ଗଦ (ଦେଖ) - Gadgada (See)