ଗତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗତି) ସମ୍ପାଦନା

୧. ଘତ୍; ଗୀତ ନ ଥାଇ ରାଗର ଗତି — ୧. Fixed form of instrumental music.
୨. ସଙ୍ଗୀତରେ ସା: ରି: ଗା: ମା: ପା: ଧା ନି: ସ୍ୱରର ଗତି— ମାତ୍ର —୨. Fixed note in music.
୩. କୌଣସି ସଙ୍ଗୀତ ବୋଲା ହେବା ପୂର୍ବରୁ ତହିଁରେ ନିର୍ଦ୍ଦିଷ୍ଟ ରାଗିଣୀର ପ୍ରଣାଳା ବା ସ୍ୱର — ୩. A set note for a song.
୪. ଢଙ୍ଗ; ପ୍ରଣାଳୀ —୪. Manner; way.
୫. ନିର୍ଦ୍ଦିଷ୍ଟ ପ୍ରଣାଳୀ; ବୃଦ୍ଧ ନିୟମ — ୫. Set or fixed rule; routine.
୬. ଅଭ୍ୟାସ —୬. Habit.
୭. ଗଅତ୍ (ଦେଖ) - ୭. Ga-at (See)