ଗତାଳସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଗତାଳାସା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗତ+ଆଳସ) ସମ୍ପାଦନା

୧. ନିରସଳ; ଆଳସ୍ୟହୀନ —୧. Not lazy.
୨. ଚଞ୍ଚଳ; ଅସ୍ଥିର —୨. Restless; brisk.

ଗତାଳସ ନାଟପଟୁ ଖଞ୍ଜରୀଟ କବିସୂର୍ଯ୍ୟ କିଶୋରୀଚମ୍ପୁ ଗ. ଗୀତ