ଗଣ୍ଡିଆଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

(ଏହାର ଗଣ୍ଡି ବା ବେକ ଲମ୍ୱ ଥିବାରୁ ଏହି ନାମ)— ଆଡ଼ିମାଛଜାତୀୟ କ୍ଷୁଦ୍ର ସ୍ଥୂଳଶରୀର ମଧୁର ମତ୍ସ୍ୟବିଶେଷ — A fresh-water scaleless fish of the Āṟḍ̠i class having a lesser snout.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଜଙ୍ଗଲ ତୃଣବିଶେଷ — A kind of wild grass.

[ଦ୍ରଷ୍ଟବ୍ୟ —ଏହାକୁ ମଇଁଷୀମାନେ ଖାଆନ୍ତି ଓ ଏଥିରେ ଘର ଛାଆଣି ହୁଏ]