ଗଣ୍ଡମୂର୍ଖ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ଗଣ୍ଡ+ ମୂର୍ଖ)

ସମ୍ପାଦନା

ଅତି ମୁର୍ଖ; ନିରାଟ ମୂର୍ଖ; ଅତି ନିର୍ବୋଧ —Very stupid; exceedingly foolish.

ବିଶେଷ୍ୟ -

ସମ୍ପାଦନା

ଅତି ମୂର୍ଖ ବ୍ୟକ୍ତି —A big fool.