ଗଣିଆଁ ତୋଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଙ୍ଗାଟେୟ) ସମ୍ପାଦନା

ତୋଡ଼ିଜାତୀୟ କ୍ଷୁଦ୍ର କାତିଯୁକ୍ତ ମାଛବିଶେଷ —A small slender fish; Belone Gaucila.

[ଦ୍ରଷ୍ଟବ୍ୟ — ଏମାନେ ଲମ୍ୱରେ ୧୪\୧୫: ଆଙ୍ଗୁଳ ବଢ଼ାନ୍ତି, ଥଣ୍ଟ ଲମ୍ୱ ଓ ମୁହଁ ଗୋଜିଆ ଲୋକେ ବିଶ୍ୱସ କରନ୍ତି ଯେ ଏ ମାଛ ଖାଇଲେ ରାତିରେ ପିଲାଙ୍କର ଶେଯରେ ମୁତିବା ରୋଗ ଭଲ ହୁଏ]