ଗଣରାଜ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ନାମା) ଦାକ୍ଷିଣାତ୍ୟର ରାଜ୍ୟବିଶେଷ — ୧. Name of a kingdom in the Deccan.
୨. ପ୍ରଜାପ୍ରତିନିଧି ଶାସକଙ୍କଦ୍ୱାରା ଶାସିତ ସାଧାରଣନ୍ତ୍ର ରାଜ୍ୟ (ହିନ୍ଦୀ - ଶଦ୍ଦସାଗର) — ୨. A country ruled by a representative of the people.