ଗଣନାୟକ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. ଜନନାୟକ ବା ନେତା — ୧. A leader of people; popular leader.
୨. ଗଣନାଥ (ଦେଖ) - ୨. Gaṇanātha (see)
୩. ଶିବ —୩. Ṡiba.

(ହିନ୍ଦୀ - ଶଦ୍ଦସାଗର)