ଗଣତନ୍ତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ଗଣ+ତନ୍ତ୍ର) ସମ୍ପାଦନା

୧. ସାଧାରଣତନ୍ତ୍ର—ଶାସନପ୍ରଣାଳୀ; ପ୍ରଜାତନ୍ତ୍ର — ୧. Democracy.
୨. ଯେଉଁ ଶାସନପ୍ରଣାଳୀରେ ଏକ ଦଳ ବ୍ୟକ୍ତିଙ୍କଠାରେ ରାଜ୍ୟଶାସନର ଭାର ଥାଏ — ୨. Oligarchy.