ଗଢ଼ିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଗଠ୍ ଧାତୁ) ସମ୍ପାଦନା

୧. ଗଠନ କରିବା; ନିର୍ମାଣ କରିବା — ୧. To build.
୨. ଅଳଙ୍କାର ଆଦି ପ୍ରସ୍ତୁତ କରିବା — ୨. To mould.
୩. ସୃଷ୍ଟି କରିବା —୩. To construct.
୪. ଉପାଦାନ ଓ ଉପକରଣରୁ ଅଭିପ୍ରେତ ପଦାର୍ଥ ତିଆରି କରିବା — ୪. To build a thing from materials.
୫. ମିଥ୍ୟା ପ୍ରମାଣଦ୍ୱାରା ମକଦ୍ଦମା ସୃଷ୍ଟି କରିବା — ୫. To fabricate a case by false evidence.
୬. ରଚନା କରିବା —୬. To compose.