ଗଢ଼ିବା
ଗଢ଼ିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରି. (ସଂସ୍କୃତ - ଗଠ୍ ଧାତୁ)
ସମ୍ପାଦନା- ୧. ଗଠନ କରିବା; ନିର୍ମାଣ କରିବା — ୧. To build.
- ୨. ଅଳଙ୍କାର ଆଦି ପ୍ରସ୍ତୁତ କରିବା — ୨. To mould.
- ୩. ସୃଷ୍ଟି କରିବା —୩. To construct.
- ୪. ଉପାଦାନ ଓ ଉପକରଣରୁ ଅଭିପ୍ରେତ ପଦାର୍ଥ ତିଆରି କରିବା — ୪. To build a thing from materials.
- ୫. ମିଥ୍ୟା ପ୍ରମାଣଦ୍ୱାରା ମକଦ୍ଦମା ସୃଷ୍ଟି କରିବା — ୫. To fabricate a case by false evidence.
- ୬. ରଚନା କରିବା —୬. To compose.