ଗଢ଼ାମୂଲ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଠନ+ମୂଲ୍ୟ)

ସମ୍ପାଦନା
୧. ଅଳଙ୍କାର ପ୍ରସ୍ତୁତ କରିବା ବଣିଆର ମଜୁରି — ୧. Wages of a goldsmith for making an ornament.
୨. ବସ୍ତୁ ତିଆରି କରିବାର ମୂଲ — ୨. Manufacturing wages.