ଗଢ଼ାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଭଙ୍ଗାଇବା—ବିପରୀତ)

ଦେଶଜ - କ୍ରି. ସମ୍ପାଦନା

୧. ଗଢ଼ିବାର ଣିଜନ୍ତି ରୂପ — ୧. The causative from of 'Gaṟḍ̠ẖibā'
୨. ରଚନା କରାଇବା; ନିର୍ମାଣ କରାଇବା — ୨. To cause to be built; to cause to be made.


୩. କାରିଗର ଦ୍ୱାରା ଅଳଙ୍କାର ନିର୍ମିତ କରାଇବା — ୩. To have a thing prepared.

ସୁନାରିକ ଡାକିଣ ରତାଅ ବୋଇଲେ କୃଷ୍ଣସିଂହ. ମରହାଭାରତ. ବନ

୪. ମିଥ୍ୟା ପ୍ରମାଣଦ୍ୱାରା ମକଦ୍ଦମା ସଜାଇବା — ୪. To cause a false case to be got up or fabricated.