ଗଢ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଭଙ୍ଗା—ବିପରୀତ)

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବ.—(ସଂସ୍କୃତ - ଗଠନ) ସମ୍ପାଦନା

ଗଠନ; ନିର୍ମାଣ; ରଚନ — Building.

ବିଶେଷଣ - ସମ୍ପାଦନା

ନିର୍ମିତ; ରଚିତ — Built.

ବସନ ଭାସ୍ୱର ଯେହେ ଗଢ଼ା ସୌରକରେ ରାଧାନାଥ. ମହାଯାତ୍ରା

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ଗର୍ତ୍ତ; ଗାତ —Pit.

(ଯଥା—ଖତଗଢ଼ା)