ଗଢ଼ଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଠନ; ଘଟନ) ସମ୍ପାଦନା

୧. ନିର୍ମାଣ — ୧. Building.
୨. ରଚନା; ଗଢ଼ିବା — ୨. Making.
୩. ରଚନାର କୌଶଳ ବା ରୀତି ବା ଭଙ୍ଗୀ — ୩. Build; get-up; make.