ଗଡ଼ ଘାଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ପ୍ରାଚୀନ) ସମ୍ପାଦନା

୧. ମୁଣ୍ଡକୁ ଭୁଇଁରେ ଲଗାଇ ଦଣ୍ଡବତ କରିବା —୧. To bow down one's head to the ground; to make obeisance; to crouch.

ଉଠି ଘୁଞ୍ଚି ଗଡ଼ଘାଲି ଶୁତିଲେ ପ୍ରାଚୀ. ରହସ୍ୟମଞ୍ଜରୀ

୨. ମୁଣ୍ଡ ଘାଲିବାରୁ ଭୁଇଁରେ ପଡ଼ିଯିବା ବା ଟଳି ପଡ଼ିବା — ୨. To topple on the ground.
୩. ଗାଲେଇ କରି ବା ଛଟାଗାଳି ଶୋଇବା — ୩. To feign sleep.
୪. ମୁଣ୍ଡ ନୁଆଇଁ ଶୀକାରକୁ ଛକି ରହିବା — ୪. To lie crouching in wait for the prey.