ଗଡ଼ୁପାତ୍ରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଦ୍ୱନ୍ଦ) ସମ୍ପାଦନା

ବ୍ରାହ୍ମଣମାନଙ୍କ ପୂଜାର ୨ଟି ପ୍ରଧାନ ବାସନ (ଉପକରଣ); ବେଶି ପାଣି ରଖିବାରେ ଝରି ଓ ଝରିରୁ ପାଣି ଢାଳି ସଂକଳ୍ପ ଆଦି କରିବା ନିମନ୍ତେ ଆବଶ୍ୟକ ପାତ୍ରୀ — A large spouted water-jgu and a small boat-shaped pot necessary for the performance of ceremonial rites by a Brāhmaṇa.