ଗଡ଼ୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ୍ଡୁକ) ସମ୍ପାଦନା

୧. ଗଡ଼ୁ; ଝରି —୧. A spouted water-jug.

ଗଡ଼ୁଆ ଗାଗରା କେତେ ବାସନ କେତେ ଯାଚି ଦେଲେ ହୋଇ ପ୍ରସନ୍ନ ବ୍ରଜନାଥ. ସମରତରଙ୍ଗ

ଦେଶଜ - ବିଶେଷଣ - ସମ୍ପାଦନା

୧. ଗଡ଼ଜାତବାସୀ (ବ୍ୟକ୍ତି) — ୧. Resident of the Gaṟḍ̠ajātas.

ସେହି ସୈନ୍ୟରେ ଥିଲେ ଯେତେ ଗଡ଼ୁଆ ଶହକରେ ଦୋଟିଏ କଲେ ସେ ତାଡ଼ୁଆ କୃଷ୍ଣସିଂହ. ମହାଭାରତ. ଉଦ୍ଗୋଗ

୨. ଗଡ଼ଜାତର ରାଜଧାନୀ ବା ଗଡ଼ର ବାମ କରୁଥିବା (ବ୍ୟକ୍ତି) — ୨. Resident of the capital of a native state.