ଗଡ଼ୁ
ଗଡ଼ୁ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗଡ଼ ଧାତୁ=କ୍ଷରିତ ହେବା+କର୍ତ୍ତୃ. ଉନ୍; ୧ମା. ୧ବ)
ସମ୍ପାଦନା- ୧. ପିଠିର କୁଜ — ୧. Hump or protuberance on the back.
- ୨. ପିଠିର ଯେଉଁ ଅଂଶ ଉପରକୁ ବାହାରି ପଡ଼େ — ୨. Humped back.
- ୩. ଅନ୍ତର୍ଗଡ଼ୁ; ବେଦର୍କାରୀ ବସ୍ତୁ — ୩. An useless thing.
- ୪. ଅର୍ବୁଦ; ଶରୀରର ଆବୁ —୪. Tumour.
- ୫. ଗଳଗଣ୍ଡ —୫. Goitre.
- ୬. ଗ୍ରନ୍ଥି; ଗଣ୍ଠି —୬. A knot.
- ୭. କୁଜା ବ୍ୟକ୍ତି —୭. Hump-backed person.
- ୮. କେଞ୍ଚୁଆ; ଜିଆ —୮. Earth-worm.
- ୯. ବର୍ଛା —୯. A javelin.
- ୧. ଶଲ୍ୟାସ୍ତ୍ର — ୧୦. A kind of weapon; a dart.
୧୧: ଜଳପାତ୍ର —୧୧. water-pot.
ସଂସ୍କୃତ - ବିଶେଷଣ -
ସମ୍ପାଦନାକୁଳ୍ପ; କୁଜା —Hump-backed; crooked.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ଼ୁ; ଗଡ୍ଡୁକ; ଗଳନ୍ତିକା)
ସମ୍ପାଦନାପାଣି ଗଡ଼ିବା ପାଇଁ ନଳ ଲାଗିଥିବା ଜଳପାତ୍ରବିଶେଷ; ଝରି — A spouted water-jug.
ଏ ବାହାରେ ସୁବର୍ଣ୍ଣ ଗଡ଼ୁପାତ୍ରମାନ କୃଷ୍ଣସିଂହ. ମହାଭାରତ. ସଭା
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
ସମ୍ପାଦନାଲୋଟା; ଢାଲ; ଧାତୁର ଘଟି — A small metal water-jug.