ଗଡ଼ିଶା
ଗଡ଼ିଶା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ଼କ) ସମ୍ପାଦନା
ଶେଉଳ ଜାତୀୟ ଛୋଟ ମାଛ — (Opheocephalus Late) A small round-shaped fresh-water fish living in muddy water.
[ଦ୍ରଷ୍ଟବ୍ୟ —ଏମାନେ ପାଣିରେ ଓ ପଙ୍କର ମଧ୍ୟ ରହି ପାରନ୍ତି ଶେଉଳ (ବଡ଼), ଶେଉଳକଢ଼ା (ମଧ୍ୟଭଳି), ଗଡ଼ିଶା (ଛୋଟ)
ଓ ଚେଙ୍ଗ (ଅତି ଛୋଟ), ଏମାନେ ପ୍ରାୟ ଏକ ଜାତିର ମାଛ; ଏମାନଙ୍କର ମୁଣ୍ଡ ଚେପ୍ଟା ଓ ଦେହ ଗୋଲ]
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା
ତିରିଶ ପୌଟି ବା ସାତ ଭରଣ ଅଧେ ଶସ୍ୟାଦିର ପରିମାଣ — A measure of corn.
[ଦ୍ରଷ୍ଟବ୍ୟ —୧. ଗଡ଼ଶା= କଟକୀ ଆଠ ସେରିଆ ନଉତିରେ୧୫: ନଉତି]