ଗଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ ଧାତୁ) ସମ୍ପାଦନା

୧. କ୍ଷୁଦ୍ରପୁଷ୍କରଣୀ — ୧. Small tank.

[ଦ୍ରଷ୍ଟବ୍ୟ — ଗଡ଼ିଆରେ ହଜାଇ ପୋଖରୀରେ ଖୋଜିବା ନ୍ୟାୟ; କୋଣସି ବସ୍ତୁକୁ ଏକ ସ୍ଥାନରେ ପକାଇ ଅନ୍ୟ ସ୍ଥାନରେ ତଲାସ କଲେ ଏ ନ୍ୟାୟର ଉପମା ଦିଆଯାଏ]

୨. ଗଡ଼ଜାତିଆ ଲୋକ; ଗଡ଼ୁଆ — ୨. Man of the Gurjats.
୩. (ସଂସ୍କୃତ - ଗଡ଼ି=ମଠୁଆ ବଳଦ)— ଯେଉଁ ବଳଦ ବା ଶଗଡ଼ରେ ଯୋଚା ହେଲେ ଭୂଇଁରେ ଶୋଇ ପଡ଼େ ଓ ଗଡ଼େ (ଚାଲେ ନାହିଁ) — ୪. A bullock which has the habit of lying down on the ground when yoked to a cart or plough.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ବଡ଼ ମାକଡ଼ସା — Big spider.

ଦେଶଜ - ବିଶେଷଣ - ସମ୍ପାଦନା

୧. ଗଡ଼ଜାତିଆ; ଗଡ଼ୁଆ — ୧. Belonging to the Gurjats.
୨. ଗଡ଼ ସମ୍ୱନ୍ଧୀୟ —୨. Pertaining to a fort.