ଗଡ଼ିଆ
ଗଡ଼ିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଗଡ଼ିଆ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ ଧାତୁ)
ସମ୍ପାଦନା- ୧. କ୍ଷୁଦ୍ରପୁଷ୍କରଣୀ — ୧. Small tank.
[ଦ୍ରଷ୍ଟବ୍ୟ — ଗଡ଼ିଆରେ ହଜାଇ ପୋଖରୀରେ ଖୋଜିବା ନ୍ୟାୟ; କୋଣସି ବସ୍ତୁକୁ ଏକ ସ୍ଥାନରେ ପକାଇ ଅନ୍ୟ ସ୍ଥାନରେ ତଲାସ କଲେ ଏ ନ୍ୟାୟର ଉପମା ଦିଆଯାଏ]
- ୨. ଗଡ଼ଜାତିଆ ଲୋକ; ଗଡ଼ୁଆ — ୨. Man of the Gurjats.
- ୩. (ସଂସ୍କୃତ - ଗଡ଼ି=ମଠୁଆ ବଳଦ)— ଯେଉଁ ବଳଦ ବା ଶଗଡ଼ରେ ଯୋଚା ହେଲେ ଭୂଇଁରେ ଶୋଇ ପଡ଼େ ଓ ଗଡ଼େ (ଚାଲେ ନାହିଁ) — ୪. A bullock which has the habit of lying down on the ground when yoked to a cart or plough.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାବଡ଼ ମାକଡ଼ସା — Big spider.
ଦେଶଜ - ବିଶେଷଣ -
ସମ୍ପାଦନା- ୧. ଗଡ଼ଜାତିଆ; ଗଡ଼ୁଆ — ୧. Belonging to the Gurjats.
- ୨. ଗଡ଼ ସମ୍ୱନ୍ଧୀୟ —୨. Pertaining to a fort.