ଗଡ଼ାଗଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଭୁମିରେ ପଡ଼ି ଦେହକୁ ଲୋଟାଇବା — Rolling on the ground.

ବିଶେଷଣ - ସମ୍ପାଦନା

ଭୁମିରେ ଲୁଣ୍ଠିତ — Wallowing or rolling on the ground.

ଧରାଧରି ହୋଇଣ ଗଡ଼ୀଗଡ଼ି ହେଲେ କୃଷ୍ଣସିଂହ, ମହାଭାରତ. ଆଦି