ଗଡ଼ାଗଡ଼ି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା

ଭୁମିରେ ପଡ଼ି ଦେହକୁ ଲୋଟାଇବା — Rolling on the ground.

ବିଶେଷଣ -

ସମ୍ପାଦନା

ଭୁମିରେ ଲୁଣ୍ଠିତ — Wallowing or rolling on the ground.

ଧରାଧରି ହୋଇଣ ଗଡ଼ୀଗଡ଼ି ହେଲେ କୃଷ୍ଣସିଂହ, ମହାଭାରତ. ଆଦି