ଗଡ଼ାଖୁରୁଡ଼

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

ସମ୍ପାଦନା

ଯେଉଁ ଖୁରୁଡ଼ ଶୁଖିକରି ଷଢେଇରୁ ସମ୍ପୁର୍ଣରୂପେ ଛାଡ଼ିଯାଇ ଥିବାରୁ ଖଡ଼ଖଡ଼ ହୋଇ ବାଜୁଥାଏ —A cocoanut which has become completely dry and its kernel- bell separated from the outer shell.