ଗଡ଼ମାଳିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଗଡ଼ଜାତର ଧନୀ ଓ ରାଜଦ୍ୱାରରେ ସମ୍ମାନିତ ପରିବାର ବା ବଂଶ — ୧. Rich and respectable family living in the Gurjats.

ମାଆ ସାଆନ୍ତାଣୀ ରାଣୀ ଦେଇଥିବି ଗଡ଼ମାଳିଆ ଘରେ ଲୋ, ଗଉଡ଼ ବୋହିବେ ପାଣି ଶିଶୁରଞ୍ଜନ ଗୀତ

୨. ଓଡ଼ିଆ ଭଣ୍ଡ଼ାରି ଜାତିର ଶାଖାଭେଦ — ୨. A sect of Oriya barbers.

ଦେଶଜ - ବିଶେଷଣ - ସମ୍ପାଦନା

ଗଡ଼ଜାତର ଅଧିବାସୀ ସଂଭ୍ରାନ୍ତ (ପରିବାର) — (a family) Respectable and residing in the Gaṟḍ̠jāts.