ଗଡ଼ମାରୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଡ଼କାଇତି —୧. Dacoity.
୨. ଗଡ଼ ଜୟ କରିବାରୂପେ ଉତ୍ପାତ ବା ଅତ୍ୟାଚାର —୨. Depredation (like that of attacking a fort).

ଦେଶଜ - ବିଶେଷଣ - ସମ୍ପାଦନା

୧. ଅବିଶ୍ୱାସୀ —୧. Treacherous.
୨. ଡ଼କାଇତିଯୁକ୍ତ (କର୍ମ) —୨. Robbing; (act) attended with robbery.

(ଯଥା—ଆମେ ତୁମର ଏପରି କି ଗଡ଼ମାରୁ କାମ କରିଛୁଁ ଯେ ତୁମେ ଆମ ଉପରେ ଏଡ଼େ ରାଗୁଛ)