ଗଡ଼ମାରୁ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ଡ଼କାଇତି —୧. Dacoity.
୨. ଗଡ଼ ଜୟ କରିବାରୂପେ ଉତ୍ପାତ ବା ଅତ୍ୟାଚାର —୨. Depredation (like that of attacking a fort).

ଦେଶଜ - ବିଶେଷଣ -

ସମ୍ପାଦନା
୧. ଅବିଶ୍ୱାସୀ —୧. Treacherous.
୨. ଡ଼କାଇତିଯୁକ୍ତ (କର୍ମ) —୨. Robbing; (act) attended with robbery.

(ଯଥା—ଆମେ ତୁମର ଏପରି କି ଗଡ଼ମାରୁ କାମ କରିଛୁଁ ଯେ ତୁମେ ଆମ ଉପରେ ଏଡ଼େ ରାଗୁଛ)