ଗଡ଼ମଠ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ବିଳମ୍ୱ; ଡ଼େରି —୧. Delay.

ଗଡ଼ମଠ କରି ପାଠଶାଳା ଗଲେ ଅବଧାନେ ହେବେ ଖପା ନୀଳମଣି. ଚିନ୍ତାତରଙ୍ଗିଣୀ

୨. ଦୀର୍ଘସୂତ୍ରତା — ୨. Dilatoriness; procrastination.
୩. ଟାଳମଟୁଳ; ହଁ କରିବା ହଁ କରିବା ବୋଲି କହି ବିଳମ୍ୱ କରିବା —୩. Putting off of a work for a long time.