ଗଡ଼ମଠ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ବିଳମ୍ୱ; ଡ଼େରି —୧. Delay.

ଗଡ଼ମଠ କରି ପାଠଶାଳା ଗଲେ ଅବଧାନେ ହେବେ ଖପା ନୀଳମଣି. ଚିନ୍ତାତରଙ୍ଗିଣୀ

୨. ଦୀର୍ଘସୂତ୍ରତା — ୨. Dilatoriness; procrastination.
୩. ଟାଳମଟୁଳ; ହଁ କରିବା ହଁ କରିବା ବୋଲି କହି ବିଳମ୍ୱ କରିବା —୩. Putting off of a work for a long time.