ଗଡ଼ଫସଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତୁଳ. ହିନ୍ଦୀ - ଦଗଲ୍ ଫସଲ୍) ସମ୍ପାଦନା

୧. ଭଣ୍ଡାଭଣ୍ଡି କରିବା — ୧. Putting off on various excuses.
୨. ଦଗାବାଜି; ପ୍ରତାରଣା —୨. Cheating.
୩. କୌଣସି କାର୍ଯ୍ୟକୁ ହିଁ କରିବା ହିଁ କରିବା ବୋଲି ପକାଇ ରଖିବା —୩. Putting off the accomplishment of an act from time to time.