ଗଡ଼ପ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଗୋପନ) ସମ୍ପାଦନା

୧. ଗୋପନ କରାଯାଇ ଥିବା — ୧. Hidden; concealed; suppressed; hushed up.
୨. ହଜିଥିବା —୨. Lost; missing.
୩. ଅନିର୍ଦ୍ଦେଶ୍ୟ —୩. Untraceable; untraced.
୪. ଆତ୍ମସାତକୃତ — ୪. Misappropriated; embezzled.