ଗଡ଼ନ୍ତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କ୍ରମନିମ୍ନ ପଥ ବା ସ୍ଥାନ; ଢାଲୁ ରାସ୍ତା — Sloping road.

ପାପ ହ୍ରଦର କୂଳରେ ୚ଡ଼ନ୍ତି ତର୍କଣା କରିବାର କଠିନ ରାଧାନାଥ. ବିବେକୀ

ଦେଶଜ - ବିଶେଷଣ - ସମ୍ପାଦନା

ଗଡ଼ନ୍ତିଆ (ଦେଖ) - Gaṟḍ̠antiā (See)