ଗଡ଼ତ ପଡ଼ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଡ ଧାତୁ+ପତ ଧାତୁ) ସମ୍ପାଦନା

୧. ଗୋପନ କରିବା —୧. Hiding.
୨. ଭୂମିରେ ଲମ୍ୱ ହୋଇ ଶୋଇବା ବା ଗଡ଼ିବା —୨. Lying down or rolling on the ground.


୩. କୌଣସି କାର୍ଯ୍ୟ କରା ନ ଯାଇ ପଡ଼ି ରହିବା ଅବସ୍ଥା —୩. The state of a work being left undone.

ଦେଶଜ - ବିଶେଷଣ - ସମ୍ପାଦନା

ଭୂମିରେ ଗଡ଼ୁଥିବା — Rolling on the ground.