ଗଡ଼ଜାତିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

୧. ଗଡ଼ଜାତବାସୀ — ୧. Resident of the Gaṟḍ̠ajāts.
୨. ଗଡ଼ଜାତ ସମ୍ୱନ୍ଧୀୟ — ୨. Pertaining to the Gaṟḍ̠ajāts.
୩. ଗଡ଼ଜାତ ପରି ଜଙ୍ଗଲି —୩. Jungly; wild.
୪. ଓଲ୍ଲୁ (ବ୍ୟକ୍ତି) —୪. Stupid; simpleton.

[ଦ୍ରଷ୍ଟବ୍ୟ —ତୁଳ. ମଫସଲିଆ, ଆଳିଆ, ତଳହଟିଆ]