ଗଡ଼ଗଡ଼ାଇବା
ଗଡ଼ଗଡ଼ାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଗଡ଼ଗଡ଼ାଇବା
|
ଦେଶଜ - କ୍ରି.
ସମ୍ପାଦନା- ୧. ଏଣେ ତେଣେ ଗଡ଼ିବା — ୧. To rool about.
- ୨. ଶଗଡ଼ଚକ ଟାଣୁଆ ସମତଳ ଭୂମିରେ ଗଡ଼ିଯିବା ଭଳି ଶବ୍ଦ କରି ଗଡ଼ି ଯିବା —୨. To roll on the ground with a ratting sound like that of a wheel rolling on a solid surface.
- ୩. ଭୂମିରେ ଗଡ଼ପଡ଼ ହେବା; ନିଜ ଶରୀରକୁ ଭୂମିରେ ଲୋଟାଇ ଚକ ପରି ଗଡ଼ିବା; ଭୂମିରେ ଲୋଟିବା — ୩. To roll one's body on the ground.
ବଡ଼ବଡ଼ୁଆ ହୋ ଆଲୁଏ ଆସ ଅନ୍ଧାରେ ଯାଅ, ବାଇସିପାହାଞ୍ଚରେ ମହାପ୍ରସାଦ ଖାଇ ଗଡ଼ଗଡ଼ିଆ ଥାଅ ପ୍ରବଚନ
- ୪. ଅପର୍ଯ୍ୟାପ୍ତ ସଂଖ୍ୟାରେ ଅଯତ୍ନରୂପେ ମିଳିବା ବା ଦେଖା ଯିବା ବା ପଡ଼ି ରହିବା —୪. To be fdound everywhere; to abound (connothing a great number and neglect.)
(ଯଥା—ଆଜିକାଲି ଶହ ଶହ ବିଶେଷ୍ୟ - ଏ. ପାଶ୍ କଲାବାଲା ଦେଶରେ ଗଡ଼ଗଡ଼ାଉ ଅଛନ୍ତି)
- ୫. ଖାଲି ହାଣ୍ଡି ମାଠିଆ ଭଳି ଇତସ୍ତତଃ ଗଡ଼ିବା — ୫. To roll here and there like empty pots.