ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଗଠନ
ଭାଷା
ଦେଖିବେ
ସମ୍ପାଦନା
ଗଠନ
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Gaṭhaṇa
ଆଇ.ପି.ଏ.
— ɡˈʌʈʰʌnˌɔ
ଧ୍ୱନି (ମାନକ ଓଡ଼ିଆ)
(
file
)
ସଂସ୍କୃତ - ବିଶେଷ୍ୟ - (ଗଠ୍ ଧାତୁ=ନିର୍ମାଣ କରିବା+ଭାବ. ଅନ)
ସମ୍ପାଦନା
୧. ନିର୍ମାଣ —୨. Building.
୨. ରଚନା —୨. Formation.
୩. ଗଢ଼ା; ପ୍ରସ୍ତୁତ କରଣ —୩. Construction.
୪. ରଚନା ପ୍ରଣାଳୀ; ଗଢ଼ଣ — ୪. The build; from; make; shape.