ଗଟ୍ଠା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. (ସଂସ୍କୃତ - ଗ୍ରନ୍ଥି) ବଡ଼ ଗଣ୍ଠିରି; ଗଣ୍ଠିରା — ୧. Big package.
୨. ମାପିବା ଚେନ୍ ବା ଜରୀବର ତିନି ଭାଗରୁ ଏକ ଭାଗ — ୨. One thirde of land—mesuring chain.

=== ଦେଶଜ - (ମେଦିନୀପୁର) ବି—(ଏତେ) ଗୋଟା — (so many) Pieces, bits or persons.