ଗଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଘଟ; ତୁଳ. ଇଂରାଜୀ - ଟାଇଟ୍) ସମ୍ପାଦନା

୧. ଘଟବତ୍ ନିଶ୍ଚଳ ଭାବରେ; ଅବିଚଳିତ ଭାବରେ — ୧. In a fixed condition; unmoved.
୨. ଦୃଢ଼ରୂପେ — ୨. Firmly; steadily; tighty.
୩. କୌଣସି ଅଭିପ୍ରେତ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ ହୋଇ — ୩. In a fit or shipshape condition; in a ready condition; prepared.

(ଯଥା—ବାବୁ କି ଚରିକୁ ଯିବାକୁ ଚାଟ୍ ହୋଇ ବସି ଅଛନ୍ତି)